Advertisment

ବିଧାନସଭାରେ ଶାସକ ବିରୋଧୀ ମୁହାଁ ମୁହିଁ: ପ୍ରଶ୍ନ କରି ଫସିଲେ ବିଜେଡି ବିଧାୟକ

ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବିଧାନସଭାରେ ରୋଚକ ଦୃଶ୍ୟ । ବିଜେଡିର ପୋଲ ଖୋଲିଦେଲେ ଦୁଇ ନେତା ।

Advertisment

ବିଧାନସଭାରେ ମୁହାଁମୁହିଁ ଦୁଇ ନେତା । ପ୍ରଶ୍ନ କରି ଫଶି ଗଲେ ନିରଞ୍ଜନ ପୂଜାରୀ, ଘେରିଗଲେ ଉପ-ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବିଧାନସଭାରେ ରୋଚକ ଦୃଶ୍ୟ । ବିଜେଡିର ପୋଲ ଖୋଲିଦେଲେ ଦୁଇ ନେତା । ହଟହଟା ହେବା ପରେ ଚୁପ ହୋଇ ବସିଲେ ନିରଞ୍ଜନ ପୂଜାରୀ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe