ପୁଣି ଉଠିଲାଣି ଡ଼ାଲି ଦୁର୍ନୀତି, ବାଲି ଦୁର୍ନୀତି | Odisha Reporter
ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ। ଯାଜପୁର ବିଂଝାରପୁର ନିର୍ବାଚନମଣ୍ଡଳୀରେ ତିନି ମହିଳାଙ୍କ ଭିତରେ ଚାଲିଛି ଜୋରଦାର ଫାଇଟ୍ । ବିଜେପି ପ୍ରାର୍ଥୀ ବବିତା ମଲ୍ଲିକ କହିଲେ, ବିଂଝାପୁରରେ ଚାଲିଛି ଡାଲି ଓ ବାଲି ଦୁର୍ନୀତି। ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ କହିଲେ, ବିଂଝାପୁରରେ କାମ ଦେବନି କିଛି ଗ୍ୟାରେଣ୍ଟି। କଂଗ୍ରେସ ପ୍ରାର୍ଥୀ କନକଲତା ମଲ୍ଲିକ କହିଲେ, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବିଜେପି ଓ ବିଜେଡି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
