ବିଂଝାରପୁର ଆସନରେ ହେବ ବିଗ୍‌ ଫାଇଟ୍‌, କାହା ପଲ୍ଲା ଭାରି ?

  • Published: Sunday, 28 April 2024
  • , Updated: 28 April 2024, 05:25 PM IST

ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ। ଯାଜପୁର ବିଂଝାରପୁର ନିର୍ବାଚନମଣ୍ଡଳୀରେ ତିନି ମହିଳାଙ୍କ ଭିତରେ ଚାଲିଛି ଜୋରଦାର ଫାଇଟ୍ । ବିଜେପି ପ୍ରାର୍ଥୀ ବବିତା ମଲ୍ଲିକ କହିଲେ, ବିଂଝାପୁରରେ ଚାଲିଛି ଡାଲି ଓ ବାଲି ଦୁର୍ନୀତି। ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ କହିଲେ, ବିଂଝାପୁରରେ କାମ ଦେବନି କିଛି ଗ୍ୟାରେଣ୍ଟି। କଂଗ୍ରେସ ପ୍ରାର୍ଥୀ କନକଲତା ମଲ୍ଲିକ କହିଲେ, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବିଜେପି ଓ ବିଜେଡି। ଦେଖନ୍ତୁ ପୂରା ରିପୋର୍ଟ। 

Related story