ବାପାଙ୍କ ଯୁଗ ସରିଲା, ଛୁଆଙ୍କ ଶାସନ ଆରମ୍ଭ ହେଲା

ନିଜ ବାପାଙ୍କ ସ୍ମୃତି ଧରି ବିଧାନସଭା ଆସିଲେ ନବନିର୍ବାଚିତ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ।

Manoj Swain
  • Published: Thursday, 20 June 2024
  • Updated: 20 June 2024, 04:37 PM IST

Sports

Latest News

17 ତମ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। କିଏ ବାପାଙ୍କ ସହ ଆସିଛି, ତ ଆଉ କିଏ ବାପାଙ୍କ ସ୍ମୃତିକୁ ପାଖରେ ଧରି ପବିତ୍ର ଗୃହକୁ ପ୍ରବେଶ କରୁଛନ୍ତି। ସମସ୍ତଙ୍କ ଉତ୍ସାହ ଥିଲା ନିଆରା, ନୂଆ ଆଶା ଓ ଆକାକ୍ଷାଂରେ ଭରିଥିଲା ପୂରା ପରିବେଶ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos