ଅଦ୍ୟତନ ହୋଇଛି
ବାପାଙ୍କ ଯୁଗ ସରିଲା, ଛୁଆଙ୍କ ଶାସନ ଆରମ୍ଭ ହେଲା | Odisha Assembly | Newly Elected MLAs | Odisha Reporter
Advertisment
17 ତମ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। କିଏ ବାପାଙ୍କ ସହ ଆସିଛି, ତ ଆଉ କିଏ ବାପାଙ୍କ ସ୍ମୃତିକୁ ପାଖରେ ଧରି ପବିତ୍ର ଗୃହକୁ ପ୍ରବେଶ କରୁଛନ୍ତି। ସମସ୍ତଙ୍କ ଉତ୍ସାହ ଥିଲା ନିଆରା, ନୂଆ ଆଶା ଓ ଆକାକ୍ଷାଂରେ ଭରିଥିଲା ପୂରା ପରିବେଶ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us