Advertisment

ଆଖି ବୁଜିଲେ ନେତା, ସାକ୍ଷୀ ରହିଲା ବିଧାନସଭା

ଓଡିଶା ବିଧାନସଭା ହେଉଛି ଏ ଜୀବନ ଦର୍ଶନର ମୁକ ସାକ୍ଷୀ। ଏଠି କିଏ କେତେ ଆସିଛନ୍ତି ଆଉ ନିଜ ନିଜ ଅଭିନୟ ସାରି ଆର ପାରିକି ଚାଲି ଯାଇଛନ୍ତି।

Advertisment

କଥାରେ ଅଛି ଜୀବନ ଅଛି ତ ମୃତ୍ୟୁ ବି ଅଛି। ଆଉ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ। ସେଠି କ୍ଷମତା କି ସାମର୍ଥ୍ୟ, ବାହୁବଳ କି ଅର୍ଥବଳ ସବୁ କିଛି ନିରର୍ଥକ। ଆଉ ଓଡିଶା ବିଧାନସଭା ହେଉଛି ଏ ଜୀବନ ଦର୍ଶନର ମୁକ ସାକ୍ଷୀ। ଏଠି କିଏ କେତେ ଆସିଛନ୍ତି ଆଉ ନିଜ ନିଜ ଅଭିନୟ ସାରି ଆର ପାରିକି ଚାଲି ଯାଇଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe