Advertisment

ପ୍ରିୟ ଟିଭି ଚ୍ୟାନେଲଙ୍କୁ ଢାଳିଲେ ବିଜ୍ଞାପନ !

ବିଜେଡି ସରକାର ଅମଳରେ ରାଜ୍ୟରେ ଥିବା ବିଜ୍ଞାପନ ନୀତିକୁ ଏକପ୍ରକାର ଫୁ କରିଦିଆଯାଇଥିଲା। କାହାକୁ ମେଞ୍ଚାଏ ତ କାହାକୁ କେଞ୍ଚାଏ।

author-image
Manoj Swain
ଅଦ୍ୟତନ ହୋଇଛି

ବିଜେଡି ସରକାର ଅମଳରେ ରାଜ୍ୟରେ ଥିବା ବିଜ୍ଞାପନ ନୀତିକୁ ଏକପ୍ରକାର ଫୁ କରିଦିଆଯାଇଥିଲା। କାହାକୁ ମେଞ୍ଚାଏ ତ କାହାକୁ କେଞ୍ଚାଏ। ଗୁରୁବାର ବିଧାନସଭାରେ ବିଭିନ୍ନ ବିଧାୟକଙ୍କ ପ୍ରଶ୍ନରେ ମିଳିଥିବା ଉତ୍ତରକୁ ଦେଖିଲେ, ପୂର୍ବ ସରକାର ଭୋଟ ପୂର୍ବରୁ ଯେମିତି ତାଙ୍କ ପ୍ରିୟ ଟେଲିଭିଜନ୍ ଚ୍ୟାନେଲ ଗୁଡ଼ିକୁ ବିଜ୍ଞାପନ ଢାଳି ଦେଇଥିବାବେଳେ ଦର୍ଶକୀୟ ପସନ୍ଦରେ ଆଗରେ ଥିବା ଚ୍ୟାନେଲକୁ ହତାଦର କରିଥିବା ଦେଖାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Bhubaneswar Odisha