ମାଗଣା ବିଜୁଳି ପାଇବେ କେତେ ଲୋକ? | Odisha Reporter
ବିଜୁ ଜନତା ଦଳ ବା ବିଜେଡି ପୁଣି ଥରେ କ୍ଷମତାକୁ ଫେରିଲେ ମାସିକ 100 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଖର୍ଚ୍ଚ କରୁଥିବା ଘରୋଇ ଗ୍ରାହକଙ୍କୁ ମାଗଣା ବିଜୁଳି ଦେବ ବୋଲି ତାର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। 100ରୁ 150 ୟୁନିଟ ପର୍ଯ୍ୟନ୍ତ ବିଲରୁ ଅଧା ଛାଡ଼ ହେବ। ଖର୍ଚ୍ଚ 150 ୟୁନିଟରୁ ଅଧିକ ହେଲେ ଗ୍ରାହକଙ୍କୁ କୌଣସି ରିହାତି ମଳିବ ନାହିଁ। ସମ୍ପୂର୍ଣ୍ଣ ବିଲ୍ ଦେବାକୁ ପଡ଼ିବ। ଦିଲ୍ଲୀରେ ବହୁ ପୂର୍ବରୁ 200 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା ଥିବାବେଳେ 200ରୁ 400 ୟୁନିଟ ପର୍ଯ୍ୟନ୍ତ ଅଧା ବିଲ ନିଆଯାଉଛି। ତେବେ 400 ୟୁନିଟ ଟପିଲେ କିଛି ରିହାତି ମିଳୁନାହିଁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
