ସମସ୍ତଙ୍କ ଘରୁ ମିଟର ଖୋଲିବାକୁ ଆହ୍ବାନ ଦେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର। ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ 2024 ନିର୍ବାଚନ ଇସ୍ତାହାରରେ ମାଗଣା ବିଜୁଳି ପ୍ରତିଶ୍ରୁତି ଦେବା ପରେ ରାଜନୀତି ଜୋର ଧରିଲାଣି। ଦଳର ପ୍ରତିଶ୍ରୁତି ଯେ, ଏଥର ସରକାରକୁ ଆସିଲେ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇଦେବ। ଅନ୍ୟପଟେ ବିଜେପି ମଧ୍ୟ ସରକାରଙ୍କୁ ଏନେଇ ଚ୍ୟାଲେଞ୍ଜ ଦେଇଛି। ଯଦି ସରକାର ମାଗଣା ବିଜୁଳି ଘୋଷଣା କରୁଛନ୍ତି ତା ହେଲେ ଘରୁ ମିଟର ଖୋଲିଦିଅନ୍ତୁ ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
୨୦୨୧ରେ ଓଡ଼ିଶାରେ ମୃତ୍ୟୁ ହାର ୩ଗୁଣ ବଢ଼ିଥିଲା!
ମେଡିକାଲ୍ ସାର୍ଟିଫିକେଟ୍ ଜନିତ ମୃତ୍ୟୁରେ ମୁଖ୍ୟତଃ ୯ ପ୍ରକାର କାରଣକୁ ବିଭାଗୀକରଣ କରି ପଂଜୀକରଣ କରାଯାଇଥାଏ। ଯେମିତିକି- ଶ୍ୱାସକ୍ରିୟାଜନିତ ରୋଗ, ନିମୋନିଆ, ସଂକ୍ରାମକ ରୋଗ ଓ ସ୍ନାୟୁ ରୋଗ ଇତ୍ୟାଦି।
Politics
ସୀମାରେ ଯୁଦ୍ଧ ପରିସ୍ଥିତି: ଓଡ଼ିଶାରେ ଉଚ୍ଚସ୍ତରୀୟ ସର୍ତକତା, ଛୁଟି ବାତିଲ, କେନ୍ଦ୍ର ମାଗିଲା ପ୍ରସ୍ତୁତିର ଦୈନିକ ରିପୋର୍ଟ
ରାଜ୍ୟ ସରକାର ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସବୁ ଜିଲ୍ଲାପାଳ, ଆରଡିସିଙ୍କ ସମେତ ସବୁ ଆଇପିଏସ୍ ଅଫିସରମାନଙ୍କ ଛୁଟି ବାତିଲ କରିଦେଇଛନ୍ତି ।

Politics
ଦୀଘା ‘ଜଗନ୍ନାଥ ଧାମ’ ବିବାଦ: ଦଇତାପତି ରାମକୃଷ୍ଣଙ୍କୁ ପୁଣି ନୋଟିସ, ବଢ଼ିଲା ଅଡ଼ୁଆ, ହୋଇପାରେ କାର୍ଯ୍ୟାନୁଷ୍ଠାନ
ଶୁକ୍ରବାର(ମେ’ ୯ତାରିଖ)ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଉ ଏକ କୈଫୟତ ତଲବ ନୋଟିସ୍ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜାରି କରିଛନ୍ତି ।

Politics
ବିଜେଡି ତାଲିକାରେ କେଁ: ପୁରୁଖାଙ୍କୁ ଅପମାନିତ କଲେ, ଅସନ୍ତୁଷ୍ଟଙ୍କୁ ଦୂରେଇଦେଲେ
ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ମୁହଁ ଖୋଲିଥିବା ଦଳର ପୁରୁଖା ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରାଯାଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ, ଏୟୁ ସିଂହଦେଓ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ପାତ୍ର, ଅରୁଣ ସାହୁ, ମୁୂନ୍ନା ଖାନ, ଦେବାଶୀଷ ସାମନ୍ତରାୟଙ୍କ ଭଳି ପୁରୁଖା ନେତାମାନଙ୍କୁ ଜାଣିଶୁଣି ଅପମାନିତ କରିବାକୁ ସୁଚିନ୍ତିତ ଢଙ୍ଗରେ ପ୍ରୟାସ କରାଯାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

Politics
୨୫ବର୍ଷ ପରେ ଗଢ଼ିଲେ ‘ରାଜନୀତିକ ବ୍ୟାପାର କମିଟି’: ବିଜେଡି ପତନର ଆରମ୍ଭ ନୁହେଁ ତ?
ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ‘ପଣ୍ଡିତ ଜବାହାରଲାଲ ନେହୁରୁଙ୍କ’ ସହ ତୁଳନା କରିଥିବା ସନ୍ତୃପ୍ତ ମିଶ୍ରଙ୍କୁ ରାଜନୀତିକ ବ୍ୟାପାର କମିଟିରେ ସ୍ଥାନିତ କରି ପୁରସ୍କୃତ କରାଯାଇଛି ।