ବିଜେପି ଫୋକସ୍ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(SHG)। ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବେ ବିଜେପିର ଶକ୍ତି ସାଥୀ। ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ବିଜେପିର ଶକ୍ତି ବନ୍ଦନ କର୍ମଶାଳାରେ କ୍ଲାସ୍ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନା ଜ୍ୟୋତି ଓ ଧର୍ମେନ୍ଦ୍ର ପ୍ରଧାନ। ଆଉ ଦେଇଛନ୍ତି ଗୁରୁମନ୍ତ୍ର। ରାଜ୍ୟରେ କେମିତି ବଢିବ ମହିଳା ଭୋଟ୍ ? ୭୦୦ରୁ ଅଧିକ ଶକ୍ତିସାଥୀଙ୍କୁ ମନ୍ତ୍ର ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ। SHG ରାଜ୍ୟର ନୁହେଁ, କେନ୍ଦ୍ରର। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ହିଂସା କ୍ଷତିଗ୍ରସ୍ତ ମଣିପୁରରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି? ଦୌଡ଼ରେ ୫ ନେତା
୨୦୨୩ ମେ’ ମାସରୁ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ବୀରେନ ସିଂହ ଏହାକୁ ରୋକିବାକୁ କାହିଁକି ବିଫଳ ହେଲେ?

Guest Column
ଲକ୍ଷ୍ୟପଥରେ ବିଜେପିର ବଡ଼ ଅଗ୍ରଗତି
ଗତ ଲୋକସଭା ନିର୍ବାଚନରେ ବିଜେପି ସ୍ଥିର କରିଥିବା ଲକ୍ଷ୍ୟପଥରେ ପହଞ୍ଚି ନପାରିବା ପରେ ଯେଉଁମାନେ ଖୁସି ହେଉଥିଲେ ସେମାନେ ସେହି ନିର୍ବାଚନ ପରଠାରୁ ହୋଇଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପି କିପରି ତାହାର ଲକ୍ଷ୍ୟପଥରେ ପୂର୍ବପରି ଅତୁଟ ରହିଛି ତାହା ଦେଖିସାରିଲେଣି।

Politics
କେଜ୍ରିୱାଲ ହେବେ କି ପଞ୍ଜାବ ମୁଖ୍ୟମନ୍ତ୍ରୀ?
ଆପ୍ ଦିଲ୍ଲୀରେ ହାରିବା ପରେ ଏବେ ସମସ୍ତଙ୍କ ନଜର ପଞ୍ଜାବ ଉପରେ ରହିଛି।

Politics
ଜାଟ ବହୁଳ ଆସନରେ କେମିତି କ୍ଲିନ ସୁଇପ କଲା ବିଜେପି?
୨୦୨୧୫ ଓ ୨୦୨୦ ବିଧାନସଭା ନିର୍ବାଚନ ବେଳେ ଦିଲ୍ଲୀର ଜାଟ ବହୁଳ ୧୦ ଆସନରେ ବିଜେପି ଖାତା ଖୋଲି ପାରି ନଥିଲା। କିନ୍ତୁ ଏଥର ଜାଟ ସଂପ୍ରଦାୟ ବିଜେପିକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି।