Advertisment

ନବୀନଙ୍କୁ ହଟାଇବାକୁ ବିଜେପିର ସିକ୍ରେଟ୍ ପ୍ଲାନ୍

ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ଆକ୍ସନ ପ୍ଲାନ। ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍‌ ମିଳିବ, ସେଥିପାଇଁ ରୋଡ୍‌ ମ୍ୟାପ୍‌ ଉପରେ ଦଳର କୋର ଟିମ୍‌ବୈଠକରେ ହୋଇଛି ବିସ୍ତୃତ ଆଲୋଚନା।

author-image
Manoj Swain

ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ଆକ୍ସନ ପ୍ଲାନ। ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍‌ ମିଳିବ, ସେଥିପାଇଁ ରୋଡ୍‌ ମ୍ୟାପ୍‌ ଉପରେ ଦଳର କୋର ଟିମ୍‌ବୈଠକରେ ହୋଇଛି ବିସ୍ତୃତ ଆଲୋଚନା। ଆଗାମୀ ୨ ମାସ ଲାଗି କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ କରାଯିବା ସହ ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି।

Advertisment
Odisha Bjp