Advertisment

ତୁମେ ଦିଅ ନହେଲେ ଆମେ ବାଟ ଜାଣିଛୁ

ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲା ଦିନକୁ ଦିନ ଏହାକୁ ନେଇ ରାଜ୍ୟରେ ଛାତ୍ର ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି। ଆଉ ଏହାର ଚେର ପୁରା ଲମ୍ବିଛି ବାହାର ରାଜ୍ୟ ଯାଏଁ।

Advertisment

ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲା ଦିନକୁ ଦିନ ଏହାକୁ ନେଇ ରାଜ୍ୟରେ ଛାତ୍ର ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି। ଆଉ ଏହାର ଚେର ପୁରା ଲମ୍ବିଛି ବାହାର ରାଜ୍ୟ ଯାଏଁ। ପୁଲିସ୍ ଫୁଲ ଦମରେ ତଦନ୍ତ କରୁଛି। ଆଉ କେତେବେଳେ କହି ଦେଉଛି ଲିକ୍ ହୋଇନି ତ ଆଉ କେତବେଳେ କହି ଦେଉଛି ସରକାରୀ ସଂପୃକ୍ତି ନାହିଁ ବୋଲି। ଶେଷରେ ଜଣାପଡ଼ିଛି ଯେ ଯେଉଁଠି ପ୍ରଶ୍ନପତ୍ର ଛପାଗଲା ସେଇଠୁ ହିଁ ଲିକ୍ ହୋଇଗଲା ବୋଲି। ସେପେଟେ ସରକାର ଯଦି ଏଥିରେ ସ୍ବଛତା ଆଣିବାକୁ ଚାହୁଁଛନ୍ତି ତେବେ ମାମଲାଟି ସିବିଆଇକୁ ଦେଇ ଦିଅନ୍ତୁ ବୋଲି କହିଛି ବିଜେପି।

Advertisment
Odisha Bjp Ossc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe