Advertisment

'ଗୋ ବ୍ୟାକ ଗୁମାସ୍ତା'

5T ସଚିବଙ୍କ ତାଳଚେର ଗସ୍ତ ପୂର୍ବରୁ ବିଜେପିର ବିରୋଧ। କଳା ପୋଷାକ ପରିଧାନ କରି ବିଜେପିର ବିରୋଧ ପ୍ରଦର୍ଶନ। ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ସହ ନାରାବାଜି।

author-image
Manoj Swain
ଅଦ୍ୟତନ ହୋଇଛି

5T ସଚିବଙ୍କ ତାଳଚେର ଗସ୍ତ ପୂର୍ବରୁ କଳା ପୋଷାକ ପରିଧାନ କରି ବିଜେପିର ବିରୋଧ ପ୍ରଦର୍ଶନ। ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ସହ ନାରାବାଜି।

Advertisment
Protest Bjp Odisha