କ୍ୟାବିନେଟ ମୋହର ଉପରେ ରୋକ୍‌

ଅନୁସୂଚିତ ଜନଜାତିଙ୍କ ଜମି କିଣାବିକା କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

Manoj Swain
  • Published: Friday, 17 November 2023
  • Updated: 17 November 2023, 05:50 PM IST

Sports

Latest News

୧୪ ତାରିଖରେ ହୋଇଥିବା କ୍ୟାବିନେଟ ବୈଠକରେ ଅନୁସୂଚିତ ଜନଜାତିଙ୍କ ଜମି କିଣାବିକା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। ହଠାତ ସୋଶାଲ୍ ମିଡିଆରେ ରାଜସ୍ବ ମନ୍ତ୍ରୀ ଏହା ଉପରେ ରୋକ ନେଇ ସୂଚନା ଦେଲେ। 3 ଦିନ ମଧ୍ୟରେ ଏମିତି କ’ଣ ଘଟିଲା ଯେ ସରକାର ଏହି ନିଷ୍ପତ୍ତିକୁ ରୋକିଦେଲେ । ବଡ଼ ଆଦିବାସୀ ଆନ୍ଦୋଳନ ଆଶଙ୍କାରେ ସରକାର ଏଭଳି ନିଷ୍ପତ୍ତି ନେଲେ କି ? କ୍ୟାବିନେଟ୍ ବୈଠକରେ ଉପସ୍ଥିତ ଥିବା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆପତ୍ତି ଉଠାଇଥିଲେ କି ? ଆଦିବାସୀ ଭୋଟ୍ ବ୍ୟାଙ୍କ ପାଇଁ ସରକାର ପଛକୁ ହଟିଲେ କି ?

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos