ଦେଇଥିଲେ ହେଲେ ରୋକିଦେଲେ ପଛର କାରଣ | Odisha Reporter
Advertisment
୧୪ ତାରିଖରେ ହୋଇଥିବା କ୍ୟାବିନେଟ ବୈଠକରେ ଅନୁସୂଚିତ ଜନଜାତିଙ୍କ ଜମି କିଣାବିକା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। ହଠାତ ସୋଶାଲ୍ ମିଡିଆରେ ରାଜସ୍ବ ମନ୍ତ୍ରୀ ଏହା ଉପରେ ରୋକ ନେଇ ସୂଚନା ଦେଲେ। 3 ଦିନ ମଧ୍ୟରେ ଏମିତି କ’ଣ ଘଟିଲା ଯେ ସରକାର ଏହି ନିଷ୍ପତ୍ତିକୁ ରୋକିଦେଲେ । ବଡ଼ ଆଦିବାସୀ ଆନ୍ଦୋଳନ ଆଶଙ୍କାରେ ସରକାର ଏଭଳି ନିଷ୍ପତ୍ତି ନେଲେ କି ? କ୍ୟାବିନେଟ୍ ବୈଠକରେ ଉପସ୍ଥିତ ଥିବା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆପତ୍ତି ଉଠାଇଥିଲେ କି ? ଆଦିବାସୀ ଭୋଟ୍ ବ୍ୟାଙ୍କ ପାଇଁ ସରକାର ପଛକୁ ହଟିଲେ କି ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us