Advertisment

ମୋହନ ମନେ ପକାଇଦେଲେ ନବୀନଙ୍କ 5T ସଚିବଙ୍କ କଥା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣି ଦେଖି ମନେ ପଡ଼ିଯାଉଛି ଫାଇବ-ଟି ଏବଂ ପାଣ୍ତିଆନଙ୍କ କଥା ।

author-image
Manoj Swain

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣି ଦେଖି ମନେ ପଡ଼ିଯାଉଛି ଫାଇବ-ଟି ଏବଂ ପାଣ୍ତିଆନଙ୍କ କଥା । ଦିନେ ନବୀନଙ୍କ ପାଇଁ ଲୋକଙ୍କ କଥା ଶୁଣୁଥିବା କହି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆକାଶରେ ଉଡୁଥିଲେ ପାଣ୍ତିଆନ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Cm