ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣି ଦେଖି ମନେ ପଡ଼ିଯାଉଛି ଫାଇବ-ଟି ଏବଂ ପାଣ୍ତିଆନଙ୍କ କଥା । ଦିନେ ନବୀନଙ୍କ ପାଇଁ ଲୋକଙ୍କ କଥା ଶୁଣୁଥିବା କହି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆକାଶରେ ଉଡୁଥିଲେ ପାଣ୍ତିଆନ । ଦେଖନ୍ତୁ ପୂରା ରିପୋର୍ଟ।