Advertisment

ଖସୁଛି ନବୀନଙ୍କ ଲୋକପ୍ରିୟତା !

‘ଇଣ୍ଡିଆ ଟୁଡେ’ର ସର୍ଭେ ଅନୁସାରେ ଗୋଟିଏ ବର୍ଷ ତଳେ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ରାଜ୍ୟର 78.1 % ଲୋକ ପସନ୍ଦ କରିଥିବାବେଳେ ଏବେ ତାହା 61.3%କୁ ଖସିଯାଇଛି। ଅର୍ଥାତ୍ ବର୍ଷକ ଭିତରେ ଏହା 16.8% ପ୍ରତିଶତ ଖସିଯାଇଛି।

ଅଦ୍ୟତନ ହୋଇଛି
Advertisment

ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ସର୍ଭେ ରିପୋର୍ଟକୁ ଖୁବ୍ ଗୁରୁତ୍ୱର ସହ ନେଇଥାଏ ଶାସକ ଦଳ ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ବୋଲି ରିପୋର୍ଟ ଆସିଲେ ତା’ର ବହୁତ ପ୍ରଚାର କରେ। ହେଲେ ଏବେ ସେହି ‘ଇଣ୍ଡିଆ ଟୁଡେ’ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଖୁବ ଜୋରରେ କମୁଥିବାରୁ ଏହା ଏକ ଚିନ୍ତାଜନକ ଧାରା ବୋଲି ଦର୍ଶାଇଛି । ‘ଇଣ୍ଡିଆ ଟୁଡେ’ର ସର୍ଭେ ଅନୁସାରେ ଗୋଟିଏ ବର୍ଷ ତଳେ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ରାଜ୍ୟର 78.1 % ଲୋକ ପସନ୍ଦ କରିଥିବାବେଳେ ଏବେ ତାହା 61.3%କୁ ଖସିଯାଇଛି। ଅର୍ଥାତ୍ ବର୍ଷକ ଭିତରେ ଏହା 16.8% ପ୍ରତିଶତ ଖସିଯାଇଛି।

Advertisment
BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe