Advertisment

ଇଟାଭାଟିରେ ବନ୍ଧା ଭୋଟର, ଦାଦନ ଗଡ଼ରେ ମୁଖ୍ୟମନ୍ତ୍ରୀ !

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି।

author-image
Manoj Swain

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ନବୀନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ଲଢ଼ିବା ନେଇ ଘୋଷଣା ହେବା ପରେ ପାଳନ ହୋଇଥିଲା ଅଦିନିଆ ଦୀପାବଳି । ସାରା ଜିଲ୍ଲାରେ ବିଜେଡି ନେତା ପାଳନ କରିଥିଲେ ଉତ୍ସବ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Balangir