\'ସରକାରଙ୍କ ଉପରେ ତୁଳସୀ ଯାତ୍ରାର ପ୍ରଭାବ ପଡ଼ିବ’ | Odisha Reporter
କଂଗ୍ରେସ ଭବନରୁ ଶ୍ରୀମନ୍ଦିର ଅଭିମୁଖେ କଂଗ୍ରେସର ତୁଳସୀ ଯାତ୍ରା ଆରମ୍ଭ। ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସର ତୁଳସୀ ଯାତ୍ରା। ଏହି ଯାତ୍ରାରେ ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ସାମିଲ। ଆଜି ସବୁ ଜିଲ୍ଲାରୁ ଆସିଥିବା ତୁଳସୀକୁ ନେଇ କଂଗ୍ରେସ ଭବନରୁ ତୁଳସୀ ଯାତ୍ରା ଆରମ୍ଭ କରୁଛି କଂଗ୍ରେସ। ତେବେ ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
