Advertisment

କଂଗ୍ରେସର ତୁଳସୀ ଯାତ୍ରା ଆରମ୍ଭ

କଂଗ୍ରେସ ଭବନରୁ ଶ୍ରୀମନ୍ଦିର ଅଭିମୁଖେ କଂଗ୍ରେସର ତୁଳସୀ ଯାତ୍ରା ଆରମ୍ଭ। ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସର ତୁଳସୀ ଯାତ୍ରା।

ଅଦ୍ୟତନ ହୋଇଛି
Advertisment

କଂଗ୍ରେସ ଭବନରୁ ଶ୍ରୀମନ୍ଦିର ଅଭିମୁଖେ କଂଗ୍ରେସର ତୁଳସୀ ଯାତ୍ରା ଆରମ୍ଭ। ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସର ତୁଳସୀ ଯାତ୍ରା। ଏହି ଯାତ୍ରାରେ ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ସାମିଲ। ଆଜି ସବୁ ଜିଲ୍ଲାରୁ ଆସିଥିବା ତୁଳସୀକୁ ନେଇ କଂଗ୍ରେସ ଭବନରୁ ତୁଳସୀ ଯାତ୍ରା ଆରମ୍ଭ କରୁଛି କଂଗ୍ରେସ। ତେବେ ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କଣ କହିଛନ୍ତି ଶୁଣନ୍ତୁ।

Advertisment
Sarat Patnaik Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe