Advertisment

‘ମୁଁ ଆଉ ଲଢିବିନି ମୋ ପୁଅ ଲଢିବ’

କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର କରିଛନ୍ତି ବଡ ଖୁଲାସା । ଆଗାମୀ ନିର୍ବାଚନରେ ସେ ଆଉ ପ୍ରାର୍ଥୀ ହେବେ ନାହିଁ ।

author-image
Manoj Swain

ପାଖେଇ ଆସୁଛି ନିର୍ବାଚନ । ଆରମ୍ଭ ହୋଇଛି ରଣନୀତି । କେଉଁ ଦଳରୁ କିଏ ହେବ ପ୍ରାର୍ଥୀ ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ଏପରି ଏକ ସମୟରେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର କରିଛନ୍ତି ବଡ ଖୁଲାସା । ଆଗାମୀ ନିର୍ବାଚନରେ ସେ ଆଉ ପ୍ରାର୍ଥୀ ହେବେ ନାହିଁ । ପ୍ରାର୍ଥୀ ହେବେ ତାଙ୍କ ସାନ ପୁଅ ସମରେନ୍ଦ୍ର । ଏହାକୁ ନେଇ ସରଗରମ ବଲାଙ୍ଗିର ରାଜନୀତି ।

Advertisment
Odisha Congress Narasingha Mishra Balangir