Advertisment

ଶ୍ରୀମନ୍ଦିର ଅଭିମୁଖେ କଂଗ୍ରେସର ତୁଳସୀ ଯାତ୍ରା ଆରମ୍ଭ

କଂଗ୍ରେସ ଭବନରୁ ଶ୍ରୀମନ୍ଦିର ଅଭିମୁଖେ କଂଗ୍ରେସର ତୁଳସୀ ଯାତ୍ରା ଆରମ୍ଭ। ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସର ତୁଳସୀ ଯାତ୍ରା।

Advertisment

କଂଗ୍ରେସ ଭବନରୁ ଶ୍ରୀମନ୍ଦିର ଅଭିମୁଖେ କଂଗ୍ରେସର ତୁଳସୀ ଯାତ୍ରା ଆରମ୍ଭ। ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସର ତୁଳସୀ ଯାତ୍ରା। ଏହି ଯାତ୍ରାରେ ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ସାମିଲ। ତୁଳସୀ ଯାତ୍ରାକୁ ନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କଣ କହିଛନ୍ତି ଶୁଣନ୍ତୁ।

Advertisment
Odisha Congress Bijaya Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe