Advertisment

ରକ୍ତ ଚାଉଳ ଚୋବାଉଛନ୍ତି ପ୍ରତାପଙ୍କ ସମର୍ଥକ !

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଲେ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର। ଯଦି ମନ୍ତ୍ରୀଙ୍କ ସଂପୃକ୍ତି ନାହିଁ ତେବେ କାହିଁକି ରକ୍ତମୁଖା ହେଉଛନ୍ତି ତାଙ୍କ ସମର୍ଥକ ?

author-image
Manoj Swain

ସୋମବାର ଗଣମାଧ୍ୟମରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଲେ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର। ଯଦି ମନ୍ତ୍ରୀଙ୍କ ସଂପୃକ୍ତି ନାହିଁ ତେବେ କାହିଁକି ରକ୍ତମୁଖା ହେଉଛନ୍ତି ତାଙ୍କ ସମର୍ଥକ ? ଗୋଟିଏ ପଟେ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ଓ କୋର୍ଟଙ୍କ ରାୟ, ଅନ୍ୟପଟେ ସମର୍ଥକଙ୍କ ଗୁଣ୍ଡାଗିରି। ଯାହାକୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା ।

Advertisment
Odisha BjD Pratap Jena