Advertisment

ବିଭାଗ ବଣ୍ଟନ ପରେ ଦାୟିତ୍ୱ ନେଲେ ମନ୍ତ୍ରୀ, ସମୀକ୍ଷା କଲେ କେଭି ସିଂହଦେଓ

ବିଭାଗ ବଣ୍ଟନ ପରେ ଦାୟିତ୍ୱ ନେଲେ ମନ୍ତ୍ରୀ । ମିଶନ ଶକ୍ତି ଭବନରେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କୃଷି ଭବନରେ ଦାୟିତ୍ୱ ଗ୍ରହଣ କଲେ କେଭି ସିଂହଦେଓ ।

author-image
Manoj Swain

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ, ନୂଆ ମିଶନରେ ମନ୍ତ୍ରୀ। ସଚିବ ଥରହର, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମନରେ ଉତ୍ସାହ। ଦାୟିତ୍ୱ ନେବା ପରେ ବିଭାଗ ସମୀକ୍ଷା କଲେ ମନ୍ତ୍ରୀ। ମିଶନ ଶକ୍ତି ଭବନରେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କୃଷି ଭବନରେ ଦାୟିତ୍ୱ ଗ୍ରହଣ କଲେ କେଭି ସିଂହଦେଓ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Cm