ମନ୍ତ୍ରୀ ବୁଲିଲେ, ସଚିବ ଧାଇଁଲେ|Odisha Deputy CM KV Singh Deo| CM Mohan Majhi |BJP Govt |Odisha Reporter
Advertisment
ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ, ନୂଆ ମିଶନରେ ମନ୍ତ୍ରୀ। ସଚିବ ଥରହର, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମନରେ ଉତ୍ସାହ। ଦାୟିତ୍ୱ ନେବା ପରେ ବିଭାଗ ସମୀକ୍ଷା କଲେ ମନ୍ତ୍ରୀ। ମିଶନ ଶକ୍ତି ଭବନରେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କୃଷି ଭବନରେ ଦାୟିତ୍ୱ ଗ୍ରହଣ କଲେ କେଭି ସିଂହଦେଓ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us