ଦଳଡିଆଁ ନେତାଙ୍କ ଭିତରେ ଜବରଦସ୍ତ ଫାଇଟ | Bari Constituency | Election 2024 | Odisha Reporter
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
ଦଳଡିଆଁ ନେତାଙ୍କ ଭିତରେ ଜବରଦସ୍ତ ଫାଇଟ | Bari Constituency | Election 2024 | Odisha Reporter
ଦିନ କେଇଟା ପରେ ବରୀ ନିର୍ବାଚନମଣ୍ଡଳୀରେ ହେବ ମତଦାନ। ବରୀ ନିର୍ବାଚନମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସରୁ ଦଳ ବଦଳ କରିଥିବା ଚେହେରା ପ୍ରାର୍ଥୀ ହୋଇଛନ୍ତି । ଏମାନଙ୍କ ଭିତରେ ବରୀ ଆସନ ହାତେଇବା ଲାଗି ହେଉଛି କଡା ମୁକାବିଲା । ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)