Advertisment

ବରୀରେ କିଏ ମାରିବ ବାଜି ?

ବରୀ ବିଧାନସଭା ଆସନରେ ଏଥର ତ୍ରିମୁଖୀ ଲଢେଇ।

Advertisment

ଦିନ କେଇଟା ପରେ ବରୀ ନିର୍ବାଚନମଣ୍ଡଳୀରେ ହେବ ମତଦାନ। ବରୀ ନିର୍ବାଚନମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସରୁ ଦଳ ବଦଳ କରିଥିବା ଚେହେରା ପ୍ରାର୍ଥୀ ହୋଇଛନ୍ତି । ଏମାନଙ୍କ ଭିତରେ ବରୀ ଆସନ ହାତେଇବା ଲାଗି ହେଉଛି କଡା ମୁକାବିଲା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Bjp Congress 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe