Advertisment

ଭାଣ୍ଡିଆ ହେଲେ ଦୁଇ ନେତା !

ସୋଶାଲ ମିଡିଆରେ BJD ନେତାଙ୍କ ପିଲାଳିଆମିକୁ ନେଇ ଚର୍ଚ୍ଚା।

author-image
Manoj Swain
ଅଦ୍ୟତନ ହୋଇଛି

ସୋଶାଲ ମିଡିଆରେ BJD ନେତାଙ୍କ ପିଲାଳିଆମିକୁ ନେଇ ଚର୍ଚ୍ଚା। BJP ଡାକିଥିଲା ପ୍ରେସମିଟ, ବିଜେଡିର ଦୁଇ ନେତା ପ୍ରଣବ ପ୍ରକାଶ ଦାସ ଓ ସସ୍ମିତ ପାତ୍ର ‘ଏକ୍ସ’ରେ କଲେ ପୋଷ୍ଟ । ମିଡିଆକୁ ଶେୟାର କଲେ ଦଳର ମୁଖପାତ୍ର ସସ୍ମିତ ପାତ୍ର, କିନ୍ତୁ ମିଳିତ ପ୍ରେସମିଟରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp BjD Odisha