ଭାଣ୍ଡିଆ ହେଲେ ଦୁଇ ନେତା !

  • Published: Monday, 13 May 2024
  • , Updated: 13 May 2024, 06:19 PM IST

ସୋଶାଲ ମିଡିଆରେ BJD ନେତାଙ୍କ ପିଲାଳିଆମିକୁ ନେଇ ଚର୍ଚ୍ଚା। BJP ଡାକିଥିଲା ପ୍ରେସମିଟ, ବିଜେଡିର ଦୁଇ ନେତା ପ୍ରଣବ ପ୍ରକାଶ ଦାସ ଓ ସସ୍ମିତ ପାତ୍ର ‘ଏକ୍ସ’ରେ କଲେ ପୋଷ୍ଟ । ମିଡିଆକୁ ଶେୟାର କଲେ ଦଳର ମୁଖପାତ୍ର ସସ୍ମିତ ପାତ୍ର, କିନ୍ତୁ ମିଳିତ ପ୍ରେସମିଟରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି। ଦେଖନ୍ତୁ ପୂରା ରିପୋର୍ଟ। 

Related story