Advertisment

ଡାକ୍ତର ଓ ପୁଲିସ ବିରୋଧରେ କେମିତି ଲଢ଼ିବେ ରାଜା ?

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ସରଗରମ ହେବାରେ ଲାଗିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାନସଭା କ୍ଷେତ୍ର।

author-image
Manoj Swain

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ସରଗରମ ହେବାରେ ଲାଗିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାନସଭା କ୍ଷେତ୍ର। ନିର୍ବାଚନ ମଇଦାନରେ ଥିବା ତିନି ଦଳର ପ୍ରାର୍ଥୀ, ଘରକୁ ଘର ବୁଲି କିଏ ନିଜର ରିପୋର୍ଟ କାର୍ଡ ଦେଖାଇ ଭୋଟ ମାଗୁଛି, ତ ଆଉ କିଏ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରଚାର କରୁଛି। ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗଡ଼ ଦଖଲ ପାଇଁ ଚାଲିଛି ଜୋରଦାର ଲଢେଇ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Bjp Congress Kendrapada