Advertisment

ସରକାରଙ୍କ ଗୁମର ଖୋଲିଦେଲେ ମଉସା !

ନିମାପଡ଼ାରରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ଦଳ ପାଇଁ ରହିଛି ଲୋକଙ୍କ ସମର୍ଥନ। ନିମାପଡ଼ା ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ।

author-image
Manoj Swain
ଅଦ୍ୟତନ ହୋଇଛି

ଗୁମର ଖୋଲିଦେଲେ ମଉସା ! ନିମାପଡ଼ା ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଚାଲିଛି ସରକାର । ନେତାଙ୍କ ଅଛି ତ ଅଧିକାର ? ନେତା ବଡ଼ ନା ବାବୁ ? ନିମାପଡ଼ାର ଗୁଗୁଲି ଦାସ କଣ କଲେ ? ମଉସା କହିଲେ, ଗରିବ ଅଗମୂଳ ନଜାଣି କାମ କରି କରି ମରିବ । ଉପରେ ରହିଲେ ଧନୀ, ସେ ହେଲେ ବେଇମାନୀ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha 2024 General Election