ଅଦ୍ୟତନ ହୋଇଛି
Odisha Election 2024: Know The Mood Of Voters in Nimapada Ahead Of Elections 2024 | Odisha Reporter
Advertisment
ଗୁମର ଖୋଲିଦେଲେ ମଉସା ! ନିମାପଡ଼ା ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଚାଲିଛି ସରକାର । ନେତାଙ୍କ ଅଛି ତ ଅଧିକାର ? ନେତା ବଡ଼ ନା ବାବୁ ? ନିମାପଡ଼ାର ଗୁଗୁଲି ଦାସ କଣ କଲେ ? ମଉସା କହିଲେ, ଗରିବ ଅଗମୂଳ ନଜାଣି କାମ କରି କରି ମରିବ । ଉପରେ ରହିଲେ ଧନୀ, ସେ ହେଲେ ବେଇମାନୀ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us