Advertisment

ନିମାପଡ଼ାରେ ବିଜେଡିକୁ ଭାରି ପଡିବେ ସମୀର !

ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି କରିଛି ସ୍ୱତନ୍ତ୍ର ରଣନୀତି।

author-image
Manoj Swain

ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି କରିଛି ସ୍ୱତନ୍ତ୍ର ରଣନୀତି। ନିମାପଡ଼ାରେ ସମୀର ଦାଶଙ୍କୁ କାଉଣ୍ଟର ପାଇଁ ବିଜେଡି ନିଯୁକ୍ତ କରିଛି ୧୬ ପର୍ଯ୍ୟବେକ୍ଷକ। ପ୍ରଥମେ ପର୍ଯ୍ୟାୟ ନିର୍ବାଚନ ପରେ ଗଞ୍ଜାମର ଏକାଧିକ ବିଧାୟକ ସହ ୮ ନେତାଙ୍କୁ ନିମାପଡ଼ାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲା। ଆଉ ପୁଣି ପୁରୀ ଜିଲ୍ଲାର ୮ ନେତାଙ୍କୁ କେବଳ ନିମାପଡ଼ା ଦାୟିତ୍ୱ ଦେଇଛି ବିଜେଡି। ଦେଖନ୍ତୁ ପୂରା ରିପୋର୍ଟ।

Advertisment
Odisha BjD Samir Dash