Advertisment

ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଲେ ଜିଲ୍ଲାପାଳ

ଆଜି ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ସହ ୨୮ଟି ବିଧାନସଭା ଲାଗି ଚାଲିଛି ମତଦାନ।

author-image
Manoj Swain

ଆଜି ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ସହ ୨୮ଟି ବିଧାନସଭା ଲାଗି ଚାଲିଛି ମତଦାନ। ଏହି ଅବସରରେ ମତଦାନ କରିବା ପାଇଁ ଧାଡ଼ିରେ ଛିଡ଼ା ହେଲେ ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର । ସେ ଶାନ୍ତିଶୃଙ୍ଖଳାର ସହ ଜିଲ୍ଲାବାସୀଙ୍କୁ ଭୋଟ୍ ଦେବା ପାଇଁ କଲେ ନିବେଦନ।

Advertisment
Malkangiri Odisha 2024 General Election