ଭୋଟ ଦେବାକୁ ଆସିଛନ୍ତି ଜିଲ୍ଲାପାଳ | Election 2024| Malkangiri News | First Phase Voting|Odisha Reporter
Advertisment
ଆଜି ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ସହ ୨୮ଟି ବିଧାନସଭା ଲାଗି ଚାଲିଛି ମତଦାନ। ଏହି ଅବସରରେ ମତଦାନ କରିବା ପାଇଁ ଧାଡ଼ିରେ ଛିଡ଼ା ହେଲେ ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର । ସେ ଶାନ୍ତିଶୃଙ୍ଖଳାର ସହ ଜିଲ୍ଲାବାସୀଙ୍କୁ ଭୋଟ୍ ଦେବା ପାଇଁ କଲେ ନିବେଦନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us