Advertisment

କିଏ ଲକ୍ଷ୍ମଣ ବାଗ ?

ହାରିନଥିବା ନେତାଙ୍କୁ କେମିତି ହରାଇଲେ ଲକ୍ଷ୍ମଣ ବାଗ ?

Advertisment

ନବୀନଙ୍କୁ ହରାଇ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ । ହାରିନଥିବା ନେତାଙ୍କୁ କେମିତି ହରାଇଲେ ଲକ୍ଷ୍ମଣ ବାଗ ? ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଓ ବଲାଙ୍ଗିର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା। ହେଲେ କଣ୍ଟାବାଞ୍ଜିର ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ନବୀନଙ୍କୁ ପରାସ୍ତ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe