Advertisment

ଯେତେ କଷିଲେ ବି ଛିଣ୍ଡୁନି ଅଙ୍କ ?

ଜଗତସିଂହପୁରରେ ଟିକେଟ ଅଙ୍କ ଛିଡୁନଥିବାବେଳେ ଦାବିଦାରଙ୍କ ସଂଖ୍ୟା ବଢୁଛି।

author-image
Manoj Swain

ଜଗତସିଂହପୁର ରାଜନୀତିରେ ବିଜେଡି କନ୍ଦଳ। ସ୍ଥିତି ସାଂଘାତିକ। ଟିକେଟ ଅଙ୍କ ଛିଡୁନଥିବାବେଳେ ଦାବିଦାରଙ୍କ ସଂଖ୍ୟା ବଢୁଛି। ରାଲି, ସମାବେଶ, ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଆଶାୟୀ। ଜିଲ୍ଲାରୁ ଆରମ୍ଭ କରି ନବୀନ ନିବାସ ଯାଏ ସବୁଠି ଆଶାୟୀ ଟିକେଟ ପାଇବା ପାଇଁ ପାୱାର ସୋ ପ୍ରଦର୍ଶନ କରୁଛନ୍ତି। ଆଉ ଏପଟେ ଜଗତସିଂହପୁରର ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ ବିଜେଡିରେ ଯୋଗ ଦେବା ପରେ ଘନେଇଛି ରାଜନୀତି । ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ କିଏ ହେବ ବିଜେଡି ପ୍ରାର୍ଥୀ ତାକୁ ନେଇ ବଢିଛି ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha Politics