Advertisment

କେଉଁ ଦଳଙ୍କୁ ଆଶୀର୍ବାଦ କରିବେ କୁଡୁମୀ ସମ୍ପ୍ରଦାୟ ?

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଚଳିତ ନିର୍ବାଚନରେ କୁଡୁମୀ ସମ୍ପ୍ରଦାୟ ପ୍ରମୁଖ ଭୂମିକା ନେବେ। ସେମାନେ ଯେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ, ସିଏ ନିଶ୍ଚିତ ବିଜୟ ହାସଲ୍‌ କରିବେ।

Advertisment

ରାଜ୍ୟର ବଡ଼ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜରେ ଏଥର ବଡ଼ ଖେଳ କରିବେ କୁଡୁମୀ ସମ୍ପ୍ରଦାୟ। ଭୋଟରେ ନିର୍ଣ୍ଣାୟକ ଭୂମିକା ନେବେ। ଯେଉଁ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବେ, ସେମାନେ ନିଶ୍ଚିତ ଜିତିବେ। ଜିଲ୍ଲାର ୯ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭ ଲକ୍ଷରୁ ଊର୍ଦ୍ଧ୍ୱ କୁଡୁମୀ ଭୋଟର। ତେଣୁ ସେମାନଙ୍କୁ ମନାଇବାରେ ଲାଗି ପଡ଼ିଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ। ତେବେ ସମୟ କହିବ, କେଉଁ ରାଜନୈତିକ ଦଳ ସେମାନଙ୍କ ମନ କିଣୁପାରୁଛନ୍ତି ଓ କାହାକୁ ଆଶୀର୍ବାଦ ଦେଉଛନ୍ତି କୁଡୁମୀ ଭୋଟର ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
2024 General Election Mayurbhanj Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe