Odisha Elections 2024: Mood of voters at Harishpur in Niali Assembly Constituency | Odisha Reporter
ରାଜଧାନୀ ଭୁବନେଶ୍ବରରୁ ଅନତୀ ଦୂର କଟକ ଜିଲ୍ଲାର ନିଆଳି ବ୍ଲକର ହରିଶପୁର ଗାଁ । ଗାଁରେ ରହିଛି ମାଳ ମାଳ ସମସ୍ୟା । ବିଧାୟକ କେବେ କି ଗାଁର ସମସ୍ୟା ଦୂର କରିନାହାନ୍ତି । ସ୍ବାସ୍ଥ୍ୟକୁ ନେଇ ଜଳ ସମସ୍ୟା ସବୁଥିରେ ରହିଛି ଅବବ୍ୟସ୍ଥା। ଯୋଜନା ଯୋଜନା ବାଟରେ ରହିଛି। ସରକାର କେବଳ ପ୍ରଚାର ପ୍ରସାରେ ରହିଯାଇଛନ୍ତି, କିନ୍ତୁ ପ୍ରକୃତରେ ଗାଁର ସମସ୍ୟା ସେମିତି ରହିଯାଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥର ପଲିଟିକାଲ ଖଟିରେ କ’ଣ ରହିଛି ଗାଁର ଭୋଟରଙ୍କ ମୁଡ ପରଖିବାକୁ ପହଞ୍ଚିଥିଲୁ ଏହି ନିଆଳି ବ୍ଲକର ହରିଶପୁର ଗାଁରେ । ଦେଖନ୍ତୁ କ’ଣ କହୁଛନ୍ତି ଭୋଟର….
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
