ବିଜେଡିକୁ ଭୋଟ୍‌ ଦେବା ପାଇଁ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍‌ କଲ୍‌

ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍‌ କଲ୍‌। ଥରେ କି ଦୁଇ ଥର ନୁହେଁ। ବାରମ୍ୱାର ଫୋନ୍‌ କଲ ଆସୁଛି।

Manoj Swain
  • Published: Thursday, 02 May 2024
  • Updated: 02 May 2024, 12:02 PM IST

ବିଜେଡି ସରକାରର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍‌ ଦିଅ। ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍‌ କଲ୍‌। ଥରେ କି ଦୁଇ ଥର ନୁହେଁ। ବାରମ୍ୱାର ଫୋନ୍‌ କଲ ଆସୁଛି। ଆଉ ବିଜେଡିକୁ ଭୋଟ୍‌ ଦେବା ପାଇଁ କୁହାଯାଉଛି। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଆସୁଛି ଏହି ଫୋନ୍ କଲ୍‌। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos