BJD Draws Flak For Allegedly Doing Vote Bank Politics Over Scholarships By Targeting Young Voters|OR
Advertisment
ବିଜେଡି ସରକାରର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍ ଦିଅ। ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍ କଲ୍। ଥରେ କି ଦୁଇ ଥର ନୁହେଁ। ବାରମ୍ୱାର ଫୋନ୍ କଲ ଆସୁଛି। ଆଉ ବିଜେଡିକୁ ଭୋଟ୍ ଦେବା ପାଇଁ କୁହାଯାଉଛି। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଆସୁଛି ଏହି ଫୋନ୍ କଲ୍। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us