Advertisment

ମୁହାଁମୁହିଁ ମାମୁ ଭଣଜା

ବଲାଙ୍ଗିର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ରଙ୍କୁ ବିରୋଧ ।

author-image
Manoj Swain

ବଲାଙ୍ଗିର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ରଙ୍କୁ ବିରୋଧ । ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କ ଟେଗଲାଇନ, ପକ୍କା ବଲାଙ୍ଗିରିଆ ଥିବାବେଳେ, ସମ୍ବଲପୁରରୁ ଲୋକ ଆଣି ସାଂସଦ ପ୍ରାର୍ଥୀ ଭାବେ ଛିଡା କରାଇଥିବା ବିଧୁଭୂଷଣଙ୍କ ଅଭିଯୋଗ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Congress Balangir