Advertisment

ଭୋଟର ଦେଖିବେ ଖୁଡି-ପୁତୁରା ଲଢ଼େଇ

ଗୋଟିଏ ପରିବାର ଭିତରେ ହେବ ଜୋରଦାର ଲଢ଼େଇ। ତାହା ପୁଣି ଖୁଡି ଓ ପୁତୁରାଙ୍କ ଭିତରେ।

author-image
Manoj Swain

୨୦୨୪ ସାଧାରଣ ନିର୍ବାଚନରେ ପୁତୁରା ଛିଡ଼ା ହୋଇଛନ୍ତି ଖୁଡ଼ିଙ୍କ ବିରୋଧରେ। ଅର୍ଥାତ ଗୋଟିଏ ପରିବାର ଭିତରେ ହେବ ଜୋରଦାର ଲଢ଼େଇ। ତାହା ପୁଣି ଖୁଡି ଓ ପୁତୁରାଙ୍କ ଭିତରେ। ଏହି ଲଢ଼େଇରେ କିଏ ବାଜି ମାରିବେ, ତାହା ସମୟ କହିବ। ହେଲେ ଏହି ପାରିବାରିକ ମହାଡ୍ରାମାରେ ବିଜେପି ଫାଇଦା ଉଠାଇବନି ତ? ନବରଙ୍ଗପୁରରୁ ଆସିଛି ଏପରି ଖବର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Congress Odisha Politics