Advertisment

ପାଣ୍ଡିଆନଙ୍କ ଆହ୍ବାନ, ପ୍ରାର୍ଥୀ ନୁହେଁ ଶଙ୍ଖକୁ ଦେଖ

'ତୁମେ ପ୍ରାର୍ଥୀ ଦେଖନି, ନବୀନ ପଟ୍ଟନାୟକ ଆଉ ଶଙ୍ଖକୁ ଦେଖ'

author-image
Manoj Swain

ଆଜି ଯିଏ ବିଜେପିର ବଡ଼ ନେତା କାଲି ସିଏ ବିଜେଡିର ପ୍ରାର୍ଥୀ । ଏପରିକି ନିଜ ଦଳର ଲୋକଙ୍କୁ ଟିକେଟ ନାହିଁ ବାହାରୁ ଆସି ହେଉଛନ୍ତି ବିଜେଡି ପ୍ରାର୍ଥୀ । ବିଜେଡିର ଅନେକ ପ୍ରାର୍ଥୀଙ୍କ ବିରୋଧରେ ନେଗେଟିଭ୍ ରିପୋର୍ଟ ରହିଛି । ଦଳ ସର୍ଭେ କରି ଜାଣି ମଧ୍ୟ ସେମାନଙ୍କୁ ଚାପରେ ବଦଳାଇପାରିନି । ବୋଧେ ବୈଠକରେ ଏଥିପାଇଁ ବିଜେଡି ନେତା ପାଣ୍ଡିଆନ ଦେଲେ ବଡ଼ ଆହ୍ବାନ । ତୁମେ ପ୍ରାର୍ଥୀ ଦେଖନି, ନବୀନ ପଟ୍ଟନାୟକ ଆଉ ଶଙ୍ଖକୁ ଦେଖ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Vk Pandian