Advertisment

'ମୋତେ ଦୂରେଇ ଭିତରେ ପଶିଲେ ପାଣ୍ଡିଆନ୍‌'

ଭି.କେ ପାଣ୍ଡିଆନ୍‌ ବିଜେଡିରେ ଯୋଗ ଦେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା। କହିଲେ, 'ଓଡ଼ିଶାର ରାଜନୈତିକ ବ୍ୟବସ୍ଥାକୁ ହାତକୁ ନେବା ପାଇଁ ପୂର୍ବରୁ ପ୍ଲାନ୍ ଥିଲା।

author-image
Manoj Swain

ଭି.କେ ପାଣ୍ଡିଆନ୍‌ ବିଜେଡିରେ ଯୋଗ ଦେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା। କହିଲେ, 'ଓଡ଼ିଶାର ରାଜନୈତିକ ବ୍ୟବସ୍ଥାକୁ ହାତକୁ ନେବା ପାଇଁ ପୂର୍ବରୁ ପ୍ଲାନ୍ ଥିଲା। ପାଣ୍ଡିଆନଙ୍କ ଏଣ୍ଟ୍ରି ପରେ ଆଜି ବିଜୁ ଜନତା ଦଳର ବଡ଼ ବଡ଼ ନେତାଙ୍କ ମୁହଁ ଶୁଖି ଯାଇଛି। ଉପର ଦେଖାଣିଆ ହସ ହସୁଛନ୍ତି କେବଳ। ୨୦୧୪ରୁ ପ୍ଲାନ ଆରମ୍ଭ ହୋଇଥିଲା, ସମୟ ଅନୁସାରେ ସମସ୍ତଙ୍କୁ କାଢ଼ିଲେ। ୨୦୧୯ରେ ମୋତେ ହରାଇବାକୁ ପ୍ଲାନ ହୋଇଥିଲା, ସ୍ପଷ୍ଟ ହେଲା । ମୋତେ ଦୂରେଇବେ, ସେ ନିକଟତର ହେବେ, ରାଜନୀତିକୁ ହାତକୁ ନେବେ। ଓଡ଼ିଶାରେ ଡିପଫେକ୍‌ ସରକାର ରାଜ୍ୟକୁ ଡିପଫେକ୍‌ରେ ପରିଣତ କରିଛନ୍ତି।'

Advertisment
BjD Pradeep Panigrahi Odisha