Advertisment

'ମୋତେ ଦୂରେଇ ଭିତରେ ପଶିଲେ ପାଣ୍ଡିଆନ୍‌'

ଭି.କେ ପାଣ୍ଡିଆନ୍‌ ବିଜେଡିରେ ଯୋଗ ଦେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା। କହିଲେ, 'ଓଡ଼ିଶାର ରାଜନୈତିକ ବ୍ୟବସ୍ଥାକୁ ହାତକୁ ନେବା ପାଇଁ ପୂର୍ବରୁ ପ୍ଲାନ୍ ଥିଲା।

Advertisment

ଭି.କେ ପାଣ୍ଡିଆନ୍‌ ବିଜେଡିରେ ଯୋଗ ଦେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା। କହିଲେ, 'ଓଡ଼ିଶାର ରାଜନୈତିକ ବ୍ୟବସ୍ଥାକୁ ହାତକୁ ନେବା ପାଇଁ ପୂର୍ବରୁ ପ୍ଲାନ୍ ଥିଲା। ପାଣ୍ଡିଆନଙ୍କ ଏଣ୍ଟ୍ରି ପରେ ଆଜି ବିଜୁ ଜନତା ଦଳର ବଡ଼ ବଡ଼ ନେତାଙ୍କ ମୁହଁ ଶୁଖି ଯାଇଛି। ଉପର ଦେଖାଣିଆ ହସ ହସୁଛନ୍ତି କେବଳ। ୨୦୧୪ରୁ ପ୍ଲାନ ଆରମ୍ଭ ହୋଇଥିଲା, ସମୟ ଅନୁସାରେ ସମସ୍ତଙ୍କୁ କାଢ଼ିଲେ। ୨୦୧୯ରେ ମୋତେ ହରାଇବାକୁ ପ୍ଲାନ ହୋଇଥିଲା, ସ୍ପଷ୍ଟ ହେଲା । ମୋତେ ଦୂରେଇବେ, ସେ ନିକଟତର ହେବେ, ରାଜନୀତିକୁ ହାତକୁ ନେବେ। ଓଡ଼ିଶାରେ ଡିପଫେକ୍‌ ସରକାର ରାଜ୍ୟକୁ ଡିପଫେକ୍‌ରେ ପରିଣତ କରିଛନ୍ତି।'

Advertisment
Odisha BjD Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe