Advertisment

ଲୋକସଭାରେ ବିଜେପି ୧ ନମ୍ବର, ବିଧାନସଭାରେ ବିଜେଡିର ଉଡ଼ିବ ହୋସ !

ଲୋକସଭା ନିର୍ବାଚନ ଭଳି ବିଧାନସଭାରେ ମଧ୍ୟ ବିଜେପି ନିଜର ଦବଦବା ଜାହିର କରିବ ବୋଲି ଆକଳନ ହୋଇଛି ।

author-image
Manoj Swain

ଓଡ଼ିଶାକୁ ନେଇ ବିଭିନ୍ନ ସଂସ୍ଥା କରିଥିବା ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ପାଉଛି 15ରୁ 17ଟି ଆସନ । ଏହାର ଅର୍ଥ ବିଜେପିର ଭୋଟିଂ ସେୟାର ଲୋକସଭାରେ 38 ପ୍ରତିଶତରୁ ବଢ଼ି 40ରୁ 45 ପ୍ରତିଶତ ପାର କରୁଛି । ବିଜେଡି ଗତ ଥର 12ଟି ଆସନ ଜିତିଥିଲା। ଲୋକସଭା ନିର୍ବାଚନ ଭଳି ବିଧାନସଭାରେ ମଧ୍ୟ ବିଜେପି ନିଜର ଦବଦବା ଜାହିର କରିବ ବୋଲି ଆକଳନ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Exit Poll