ସ୍ଥିର ସରକାର ନା ସତ୍ତା ପରିବର୍ତ୍ତନ ! | Odisha Reporter
ଓଡ଼ିଶାରେ ୨୧ ଲୋକସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ଭୋଟିଂ ସରିଥିବା ବେଳେ ଆସନ୍ତା ୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ। ଏହାପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ମାନଙ୍କ ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି। ଏକଜିଟ୍ ପୋଲ ଆକଳନ ଅନୁସାରେ ଓଡ଼ିଶାରେ ଲୋକସଭା ସହ ବିଧାନସଭା ଆସନରେ ଆସୁଛି ମୋଦି ସୁନାମୀ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
