Advertisment

ଓଡ଼ିଶାରେ ଆସୁଛି ମୋଦି ସୁନାମୀ !

ଓଡ଼ିଶାରେ ୨୧ ଲୋକସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ଭୋଟିଂ ସରିଥିବା ବେଳେ ଆସନ୍ତା ୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ।

Advertisment

ଓଡ଼ିଶାରେ ୨୧ ଲୋକସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ଭୋଟିଂ ସରିଥିବା ବେଳେ ଆସନ୍ତା ୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ। ଏହାପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ମାନଙ୍କ ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି। ଏକଜିଟ୍ ପୋଲ ଆକଳନ ଅନୁସାରେ ଓଡ଼ିଶାରେ ଲୋକସଭା ସହ ବିଧାନସଭା ଆସନରେ ଆସୁଛି ମୋଦି ସୁନାମୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp Exit Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe